ଅଶ୍ଳୀଳ ଭିଡିଓ ପଠାଇ, ପୁଲିସ୍‍ ଜାଲରେ ଯୁବକ

Straight to the Point

ବ୍ରହ୍ମପୁର : ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜଗନ୍ନାଥ କର ନାମକ ଜଣେ ଯୁବକକୁ ବ୍ରହ୍ମପୁର ସାଇବର ପୁଲିସ ଗିରଫ କରିଛି। ଯୁବକ ଜଣକ ଗୋପାଳପୁରଠାରେ ଥିବା ଗୋଲବନ୍ଧ ଆର୍ମି ଏୟାର ଡିଫେନ୍ସର ଜଣେ ମହିଳା ଅଫିସରଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇଥିଲେ। ବ୍ରହ୍ମପୁର ସାଇବର ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

error: Thank You Keep Visiting