ଦୃଷ୍ଟିବାଧିତ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଅଭିଯୁକ୍ତ ଗିରଫ

Straight to the Point

ପଡିଆ (ପ୍ରମୋଦ ପଟ୍ଟନାୟକ) ମାଲକାନଗିରି ଜିଲ୍ଲା ଜଣେ ଦୃଷ୍ଟିବାଧିତ ମହିଳାକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖି ଗର୍ଭବତୀ କରାଇଥିବା ଜଣେ ପ୍ରବଚଂକ ରବିନ୍ଦ୍ର କୁଲଦ୍ୱୀପକୁ ପୋଲିସ ଗିରଫ କରିଛି । ଏହି ପ୍ରତାରିତ ମହିଳା ଜଣକ ଜଣେ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଅଭିଯୁକ୍ତ ଜଣକ ମହିଳାକୁ ପ୍ରତାରିତ କରି ଫେରାର ହୋଇଯାଇଥିଲେ । ପରେ ଉକ୍ତ ପ୍ରତାରକ ପୂର୍ବରୁ ବିବାହିତ ଥିବା ମଧ୍ୟ ମହିଳା ଜଣକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରବିନ୍ଦ୍ରକୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡିଛି ।

error: Thank You Keep Visiting