ନାବାଳକକୁ ଅପ୍ରାକୃତିକ ଯୌନ ଶୋଷଣ

Straight to the Point

କୋରକୋଣ୍ଡା (ବରୁଣ ମଣ୍ଡଳ) ମାଲକାନଗିରି ଜିଲ୍ଲା ମୋଟୁଥାନା ଅନ୍ତର୍ଗତ ଏମପିଭି ୮୨ ଗ୍ରାମରେ ଜଣେ ନାବାଳକକୁ ଅପ୍ରାକୃତିକ ଯୌନକ୍ରୀୟା , ଓ ହତ୍ୟା ଧମକ ନେଇ ବାପି ରାୟ ନାମକ (୨୫) ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି । ଥାନାରେ କେଶ ନଂ ୨୦/୧୮ରେ ଦଫା ୩୬୩, ୩୭୩,୩୨୩,୫୦୬ ଆଇପିସି ଓ ସେକସନ ୬ ପୋକସୋ ଆଇନ୍ରେ ମାମଲା ରୁଜୁ ହୋଇଛି । କୋର୍ଟରେ ଅଭିଯୁକ୍ତର ଜାମିନ୍ ନାମଜୁଂର ହେବାରୁ ତାକୁ ଜେଲ ପଠାଯାଇଥିବା ଏସ.ପି ଜଗମୋହନ ମିନ୍ନା ସୂଚନା ଦେଇଛନ୍ତି ।

error: Thank You Keep Visiting