ଅବକାରୀ ଚଡଉ ,୨ଚୋରା ମଦବେପାରୀ ଗିରଫ ମଦ ଜବତ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ):ଜଗତସିଂହପୁର ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରତାପକୁମାର ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଚଢସମୟରେ ବିରିଡି ଥାନନା ଅନ୍ତର୍ଗତ କଇଜଙ୍ଗା ଗ୍ରାମର ଚୋରା ମଦବେପାରୀ ବୃନ୍ଦାବନ ବେହେରା ଓ ରଘୁନାଥପୁର ଥାନା ଅନ୍ତର୍ଗତ ରବିନ୍ଦ୍ର ସାହୁ ଙ୍କ ଠାରୁ ୧୧ଲିଟର ଚୋରାମଦ ଜବତ କରିବା ସହିତ ସେମାନଙ୍କୁ ଗିରଫ କରାଯାଇଛି । ଉକ୍ତ ଚଢଏରେ କନେଷ୍ଟବଳ ବିଷ୍ଣୁ ନାଏକ,ଶ୍ରୀଧର ସିଂ,ସରୋଜ ସାହୁ,ବଳରାମ ଦାଶ ,ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ । ଉକ୍ତ ଦୁଇ ଚୋରା ମଦବେପାରୀ ବୃନ୍ଦାବନ ଓ ରବିନ୍ଦ୍ର କୁ କୋର୍ଟ·ଲଣ କରାଯାଇଥିବା ଅବକାରୀ ଜିଲ୍ଲା ଇନ୍ସପେକ୍ଟର ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting