ହଟ୍ ଫଟୋ ସୁଟକୁ ନେଇ ଏହି ୨୫ ବର୍ଷିୟ ସୁନ୍ଦରୀ ସର୍ବଦା ଚର୍ଚ୍ଚାରେ

Straight to the Point

ଲଣ୍ଡନ : ରିଆଲିଟି ଶୋ’ ଲବ ଆଇଲେଣ୍ଡ ସର୍ବଦା ନିଜର ବିବାଦୀୟ ଆଡଲ୍ଟ ବିଷୟ ବସ୍ତୁକୁ ନେଇ ଚର୍ଚ୍ଚାରେ ରହିଆସିଛି । ନିକଟରେ ହିଁ ଏହି ଶୋ’ର ମଡେଲ ମେଗନ ବାର୍ଟନ ହୈନସନ ସର୍ବଦା ନିଜର ବୋଲ୍ଡ ଲୁକ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଜିକାଲି ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ତଳେ ପୁଣି ଆଉଥରେ ମେଗନଙ୍କ କିଛି ଫଟୋସୁଟର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜର ସନ୍ଦରତାର ବିଜୁଳି ବର୍ଷା କରୁଥିବାର ଦେଖିବାକୁ ମିଳିଛି ।

ଏହି ଫଟୋରେ ମେଗନ ବ୍ଲାକ ସୁଇମ୍ ସୁଟ୍ ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ ଶରୀର ପ୍ରଦର୍ଶନ କରୁଥିବାର ଦୃଶ୍ୟ ରହିଛି । ଏହି ସୁଇମ୍ ସୁଟ୍ ମେକ୍ସି କ୍ରୋକେଟ ସ୍କର୍ଟ ସହିତ ପରିଧାନ କରିଛନ୍ତି ।

ଏକ ଫଟୋରେ ତାଙ୍କର ବକ୍ଷଜକୁ ସେ ପରିସ୍କାର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ । ଫଟୋସୁଟରେ ସେ ବହୁତ ଆକର୍ଷିତ ଢ଼ଙ୍ଗରେ ପୋଜ ଦେଇଛନ୍ତି ।

ଏହି ଫଟୋ ସୁଟ୍ ମାଧ୍ୟମରେ ମେଗନ୍ ତାଙ୍କାର ପରିସ୍କାର ଅଙ୍ଗ ପ୍ରଦର୍ଶନକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

error: Thank You Keep Visiting