ହସୀନ୍‍ ଦିଲ୍‍ରୁବା’ ଚଳଚ୍ଚିତ୍ରରେ ନଜର ଆସିବେ ତାପସୀ

An Independent Media

ମୁମ୍ବଇ ( ଏଜେନ୍ସି ) : ବଲିଉଡ଼ ତଥା ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ‘ହସୀନ୍‍ ଦିଲ୍‍ରୁବା’ ଚଳଚ୍ଚିତ୍ରରେ ନଜର ଆସିବେ। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ତାପସୀ ନିଜେ ସୂଚନା ଦେଇଛନ୍ତି। ନିଜ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ସେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି।

error: Thank You Keep Visiting