ରିଲିଜ ହେଲା ଚଳଚ୍ଚିତ୍ର ଛପାକର ପ୍ରଥମ ଗୀତ

An Independent Media

ମୁମ୍ବଇ ( ଏଜେନ୍ସି ) : ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଛପାକ୍‍’ର ପ୍ରଥମ ଗୀତ ବୁଧବାର ରିଲିଜ ହୋଇଛି। ଏହି ଗୀତର ନାମ ହେଉଛି ନୋକ ଝୋକ। ରିଲିଜ ହୋଇଥିବା ୧ମିନିଟ ୩୬ସେକେଣ୍ଡର ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଗୁଜାର ଏହି ଗୀତକୁ ରଚନା କରିଥିବାବେଳେ ଶଙ୍କର ଏହସାନ ଲୟ ଏହାକୁ ସଙ୍ଗୀତରେ ସଜାଇଛନ୍ତି। ଶିର୍ଦ୍ଧାର୍ଥ ମହାଦେବନ ଏଥିରେ କଣ୍ଠଦାନ କରିଛନ୍ତି।

error: Thank You Keep Visiting