ରିଲିଜ୍‍ ହେଲା ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‍ ଡାନ୍ସର ୩ଡି’ର ପ୍ରଥମ ଗୀତ

An Independent Media

ମୁମ୍ବଇ: ବରୁଣ ଧାୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‍ ଡାନ୍ସର ୩ଡି’ର ପ୍ରଥମ ଗୀତ ଶନିବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ମୁକାବଲା…’। ଏହା ହେଉଛି ୯୦ ଦଶକର ଲୋକପ୍ରିୟ ଗୀତ ‘ମୁକାବଲା’ର ରିମେକ୍‍।

error: Thank You Keep Visiting