ଖୁବ୍ ଶୀଘ୍ର ପରଦା ଉପରକୁ ଫେରୁଛନ୍ତି ଶିଳ୍ପା ସେଟ୍ଟି

An Independent Media

ମୁମ୍ବଇ : ବଲିଉଡରେ ଏବେ ‘ୟୋଗା ଲେଡି’ ନାମରେ ପରିଚିତ ଶିଳ୍ପା ସେଟ୍ଟି ଖୁବ୍ ଶୀଘ୍ର ପରଦା ଉପରକୁ ଫେରୁଛନ୍ତି। ଯୋଗ, ଓ ନିଜ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ‘ହଙ୍ଗାମା-୨’ରେ ମୁଖ୍ୟ ଭୂମିକାରେ ଦେଖାଦେବେ। କମେଡି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହ ଏଥିରେ ପରେଶ ରାୱଲ୍ ମଧ୍ୟ କାମ କରିଛନ୍ତି। ସାକ୍ଷାତକାର୍‌ରେ ଶିଳ୍ପା କହିଛନ୍ତି, ୧୨ ବର୍ଷ ପରେ ସେ ପୁଣି ଆସୁଛନ୍ତି।

error: Thank You Keep Visiting