ମେରିଲ୍‍ ଷ୍ଟ୍ରିପ୍‍ ପୁରସ୍କାରରେ ସମ୍ମାନିତ ଐଶ୍ୱର୍ଯ୍ୟା ରାଏ ବଚନ

An Independent Media

ନୂଆଦିଲ୍ଲୀ: ବଲିଉଡ୍‍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମେରିଲ୍‍ ଷ୍ଟ୍ରିପ୍‍ ପୁରସ୍କାରରେ ସମ୍ମାନିତ କରାଯାଇଛି। ୱମେନ୍‍ ଇନ୍‍ ଫିଲ୍ମ ଆଣ୍ଡ ଟେଲିଭିଜନ ଟେଲିଭିଜନ (ଡବ୍ଲ୍ୟୁଆଇଏଫ୍‍ଟି) ଇଣ୍ଡିଆ ପୁରସ୍କାରର ପ୍ରଥମ ସଂସ୍କରଣ ନିମନ୍ତେ ୱାଶିଂଟନ୍‍ ଡିସିଠାରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ବୃନ୍ଦ ରାଏ ମଧ୍ୟ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ଏବଂ ଟେଲିଭଜନ୍‍ ପ୍ରତି ମହିଳାଙ୍କ ବିଶେଷ ଅବଦାନ ନିମନ୍ତେ ଏହି ପୁରସ୍କାର ବିତରଣ କରାଯାଇଥାଏ।

error: Thank You Keep Visiting