ଡିସଚାର୍ଜ ହେବେ ସନ୍ନି ଲିଓନି

An Independent Media

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ରର ବୋଲ୍ଡ ତଥା ଚର୍ଚ୍ଚିତ ନାୟିକା ଭାବେ ପରିଚିତ ସନ୍ନି ଲିଓନି ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ଯାହା ତାଙ୍କ ପ୍ରଶଂସକ ମାନଙ୍କୁ ନିରାଶ କରିଛି। ଏବେ ଉତ୍ତରାଖଣ୍ଡରେ ‘ସ୍ପିଲ୍ଟସବିଲା’ ନାମକ ରିୟାଲିଟି ସୋର ସୁଟିଂରେ ବ୍ୟସ୍ତ ଅଛନ୍ତି ସନ୍ନି ଲିଓନି। ସୁଟିଂ ଚାଲିଥିବା ସମୟରେ ହଠାତ ଗୁରୁବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁୁ ଉଧମ ସିଂହ ନଜର ଜିଲ୍ଲାର ବୃଜେଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଆପେନଡିସ୍ମ ଚିକିତ୍ସା ହେଉଥିବା ବେଳେ ଶନିବାର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି।

error: Thank You Keep Visiting