ସୁହାନା ଖାନ୍ ତାଙ୍କ ସାଙ୍ଗ ଓ ପ୍ରିୟ ପ୍ରଶଂସକଙ୍କ ସହିତ ସମୟ ବିତାଇବାକୁ ଭଲପାଆନ୍ତି

An Independent Media

ଅଭିନେତା ସାରୁଖ ଖାନ୍ ଙ୍କ ଝିଅ ସୁହାନା ଖାନ୍ ବଲିଉଡ଼ର ସବୁଠାରୁ ଚର୍ଚ୍ଚିତ ସେଲିବ୍ରେଟି କିଡ଼ସ୍ ମାନଙ୍କ ମଧ୍ୟରୁ ଜଣେ । ଯିଏକି ତାଙ୍କ ପିଲାମାନଙ୍କ ମଧ୍ୟରୁ ପ୍ରଥମ ଯିଏ ଅଭିନୟକୁ ନେଇ ନିଜ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଷ୍ଟାର୍ କିଡ଼୍ ସୁହାନା ନିଜ ସ୍କୁଲ୍ ଡ଼୍ରାମାରେ ଜୁଲିଏଟ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ସେହି ଅଭିନୟକୁ ଦେଖୁଥିବା ଦର୍ଶକମାନଙ୍କ ମଧ୍ୟରୁ ତାଙ୍କ ସୁପରଷ୍ଟାର ପିତା ଥିଲେ । ସୋସିଆଲ୍ ମିଡ଼ିଆରେ ଥିବା ନିଜ ପ୍ରଶଂସକଙ୍କ ସହିତ ସୁହାନା ବହୁ ମାତ୍ରାରେ ଚର୍ଚ୍ଚିତ । ତାଙ୍କ ଭିଡ଼ିଓ ଓ ଫଟୋ ଅନଲାଇନ ଆସିବାର କିଛି ସମୟ ମଧରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଏ । ଏକ ନୂଆ ଭିଡ଼ିଓରେ ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ପୁଲରେ ଦେଖାଯାଇଛନ୍ତି । ତା ସହିତ ମଧ୍ୟ ଏହି ଭିଡ଼ିଓରେ ଗୋଟେ କୁକୁର ଅଛି ଯାହାକି ସମସ୍ତଙ୍କୁ ଆକର୍ଷିତ କରିଛି ।

error: Thank You Keep Visiting