ଦୁଲୁକିଲା ମଞ୍ଚ

Straight to the Point

କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଗୁଡୁରି ଶାଇ ରେ ଥିବା କନ୍ଧମାଳ G N M କଲେଜ ରେ ତା, ୧୨, ୦୫, ୨୦୧୮, ରିଖଦିନ ନର୍ସଡେ ପାଳନ କରାଯାଇଛି, । ଫୁଲବାଣୀ ସବ କଲେକ୍ଟର ନିମାଇଁ ଚରଣ ସୁତାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ,। A D M O,D H H କନ୍ଧମାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ,ଡ଼, ମନରଞ୍ଜନ ରାଉତ ଓ ଆସିଷ୍ଟାଣ୍ଡ କଲେକ୍ଟର ବିଜୟ କୁମାର ପ୍ରଧାନ, K G N M T C, ଡ଼ାଇରେକ୍ଟର ଅଜିତ କୁମାର ଦାଶ୍ ,ମେନେଜିଙ୍ଗ ଡ଼ାଇରେକ୍ଟର ମିଶ୍ର ସାର, ଶ୍ରୀମତୀ ସରୋଜିନୀ ଶାହୁ, ପ୍ରିନ୍ସିପାଲ ANM T C ,ଶ୍ରୀମତୀ ବିଳାସିନି ଭୋଇ, ପ୍ରିନ୍ସପାଲ G N M, ଫୁଲବାଣୀ, ଶ୍ରୀମତୀ ରାଶମଣି ରାଉତ ପ୍ରିନ୍ସପାଲ କନ୍ଧମାଳ G N M, T C, ଫୁଲବାଣୀ,ଏବଂ D H H କନ୍ଧମାଳ ର ସିନିୟର ନର୍ସ ମାନେ ଯୋଗ ଦେଇଥିଲେ,।

୨୦୧୭, -୨୦୧୮ ବେଚ୍ଚ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ ଗ୍ରହଣ କରିବା ସହିତ କ୍ୟାପ ଧାରଣ କରାଇଥିଲେ।
ମୁଖ୍ୟ ଅତିଥି ନିମାଇଁ ଚରଣ ସୁତାର ତାଙ୍କ ବକ୍ତବ୍ୟରେ ନର୍ସିଂ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଦ୍ୱିତୀୟ ଫ୍ଲୋରେନ୍ସ ନାଇଟ A N G E L E ଆବିର୍ଭୁତ ହୁଅନ୍ତୁ ବୋଲି ଆସବ୍ୟକ୍ତ କରିଥିଲେ । A D M O, ଡ଼, ମନରଞ୍ଜନ ରାଉତ ମେଡିକାଲ ରେ ନର୍ସ ମାନଙ୍କର ଭୂମିକା ଏବଂ ନର୍ସ ମାନେ ହିଁ ରୋଗୀମାନଙ୍କର ସେବା କରିଥାନ୍ତି ବୋଲି ବର୍ଣ୍ଣନା କରିଥିଲେ । କନ୍ଧମାଳ G N M T C ,କଲେଜ ର ଡ଼ାଇରେକ୍ଟର ଅଜିତ କୁମାର ଦାଶ୍ ମାନବ ସେବା ହିଁ ଇଶୋରଙ୍କ ସେବା ଏହା ନର୍ସ ମାନେ ହିଁ କରନ୍ତି ବୋଲି ଦୃଢତାର ସହ କହିଥିଲେ । G N M ଟ୍ରେନିଂ କଲେଜ ର ଆଇଓ ଜୋକ ସନ୍ତୋଷ କୁମାର ମିଶ୍ର , ଟ୍ୟୁଟର,ମିଶ, ରାଜେଶ୍ୱରୀ ବେହେରା ,ଶ୍ରୀମତୀ ,ସରୁପା ପଟନାୟକ,ଓ ଶ୍ରୀମତୀ, ମନଲୀଶା ସୁର କନ୍ଧମାଳ G N M, କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିପିକେଟ ପ୍ରଦାନ କରାଯିବା ସହିତ କଲେଜ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏକ ସୁନ୍ଦର ଗରିବ ପରିବାର ରେ କୌଣସି ବ୍ୟକ୍ତି ଙ୍କ ଦେହ ଖରାପ ହେଲେ ଆର୍ଥିକ ଅଭାବ ରୁ ଡକ୍ଟର ପାଖରୁ ବା ହସ୍ପିଟାଲ ରୁ ଘରକୁ ଫେରି ଆସି ଗୁଣିଆ ବା ଚଣ୍ଡୀ ପୂଜା କରୁଥିବା ବାବା ଙ୍କୁ ଡକାଇ ପୂଜାପାଠ କରି କିଭଳି ଦେହ ଭଲ ହେବ ବୋଲି ଶାଶୁ ,ବୋହୁ, ଡକ୍ଟର, ଗୁଣିଆ ଓ ନାତୁଣୀ ର ଅଭିନୟ କରି ନାଟକ ମାଧ୍ୟମରେ ଦର୍ଶକ ଙ୍କୁ ଦେଖେଇବା ସହିତ ସମ୍ବଲପୁରୀ, ଓଡ଼ସି,ନାଚ ଗୀତ ରେ ମଞ୍ଚ ଦୁଲୁକେଇ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ G N M କଲେଜ ର ଛାତ୍ରଛାତ୍ରୀ । ଦର୍ଶକ ଓ ଅଭିଭାବକ ମାନେ ମଧ୍ୟ ଏହି ଗୀତ ନୃତ୍ୟ ଦେଖିବା ପାଇଁ ବେଶ ଭିଡ଼ ଜମେଇ ବା ସହିତ ଏହି ଗୀତ ନୃତ୍ୟ କୁ ସୁନ୍ଦର ଭାବେରେ ଉପଭୋଗ କରିଥିଲେ ।

error: Thank You Keep Visiting