କରେନ ‘ଜିତ କୌର : ଦ ଅନଟୋଲ୍ଡ ଷ୍ଟୋରି ଟିଜର ରିଲିଜ

Straight to the Point

ମୁମ୍ବଇ : ଅଭିନେତ୍ରୀ ସନି ଲିଓନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର କରେନ ‘ଜିତ କୌର : ଦ ଅନଟୋଲ୍ଡ ଷ୍ଟୋରି ଅଫ ସନି ଲିଓନ’ର ଟିଜର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ସନି ଲିଓନ ଏକ ସାଧାରଣ ଝିଅରୁ କିପରି ବୟସ୍କ ନାୟିକାରେ ପରିଣତ ହେଲେ ତାହାକୁ ଚିତ୍ରଣ କରାଯାଇଛି। ଏହି ୩୮ ସେକେଣ୍ଡ ଟିଜରରେ ସନି ଲିଓନଙ୍କ ଛୋଟବେଳର ଫଟୋ ଦେବାସହ ଏକ ଖବରକାଗଜ ସମ୍ପାଦକୀୟରେ ମଧ୍ୟ କିପରି ସନି ଲିଓନଙ୍କ ବିଷୟରେ ଲେଖା ଯାଇଛି ଯେ ସେ କିପରି ଏକ ରାଜନୈତିକ ଦଳ ଦ୍ୱାରା ବାରଣ ହୋଇଥିଲେ ତାକୁ ଦର୍ଶାଯାଇଛି। ଏହି ଟିଜରକୁ ସନି ଲିଓନ ନିଜେ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ମୋ ଜିଭନ କାହାଣୀ ଏକ ଖୋଲା ବହି ହେବାକୁ ଯାଉଛି। ଯାହା କରେନଜିତ କୌରରୁ ଆରମ୍ଭ ହୋଇ ସନି ଲିଓନରେ ପହଁଞ୍ଚିଛି।

error: Thank You Keep Visiting