ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭୁଟାନ ଗ୍ରସ୍ତ

An Independent Media

ନୂଆଦିଲ୍ଲୀ : ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବା ନିମନ୍ତେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି । ଏହା ହେଉଛି ମୋଦୀଙ୍କର ଦ୍ୱିତୀୟ ଭୁଟାନ ଗସ୍ତ । ତେବେ ଭୁଟାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବିବୃତିରେ କହିଛନ୍ତି ଯେ, ନୂଆ ସରକାରଙ୍କ କାର୍ଯ୍ୟକାଳର ପ୍ରାରମ୍ଭିକ ଭାଗରେ ଭୁଟାନକୁ ମୋର ଗସ୍ତ ଆମର ବିଶ୍ୱସ୍ତ ସହଯୋଗୀ ତଥା ପଡୋଶୀ ଭୁଟାନ ସହ ଭାରତର ସମ୍ପର୍କ ପ୍ରତି ସରକାରଙ୍କ ବିଶେଷ ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ୧୧ଟି ଏମ୍ଓୟୁ ସ୍ୱାକ୍ଷର କରାଯିବ ।

error: Thank You Keep Visiting