ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

Straight to the Point

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେଧିରେ ସଙ୍କଟାପନ୍ନ ହବାରେ ଲାଗିଛି । ତାଙ୍କୁ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମୟରେ ଜେଟଲୀଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଜେଟଲୀଙ୍କ ଆରୋଗ୍ୟ କାମନା କରି ଅ ।ଜି ବିଭିନ୍ନ ସ୍ଥାନରେ ଯଜ୍ଞ ଓ ପାର୍ଥନା କରାଯାଉଛି । ଜେଟଲୀଙ୍କୁ ସାକ୍ଷାତ କରିବା ପାଇଁ ଏମ୍ସରେ ରାଜନୈତିକ ନେତାଙ୍କର ଭିଡ ଲାଗିଛି । ଡାକ୍ତରଙ୍କ କହିବା ଅନୁଯାୟୀ ୨ଦିନ ହେବ ଜେଟଲୀଙ୍କର ହାର୍ଟ କାମ କରିବା ବନ୍ଦ କରି ଦେଇଛି । ସେ ଠିକ୍ ଭାବରେ ନିଶ୍ୱାସ ନେଇ ପାରୁ ନାହାଁନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

error: Thank You Keep Visiting