ଫ୍ରାନ୍ସରେ ମୋଦୀଙ୍କୁ ମୁସଲିମ ସମାଜର ସ୍ୱାଗତ

Straight to the Point

ନୂଅ।ଦିଲ୍ଲୀ: ଗୁରୁବାର ଠାରୁ ଦୁଇଦିନିଆ ଗସ୍ତରେ ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଁଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନ ବନ୍ଦରରେ ଗୁଜୁରାତର ବୋହରା ମୁସଲମାନମାନେ ତ୍ରିରଙ୍ଗା ସହ ମୋଦୀଙ୍କୁ ସ୍ୱାଗତ କରିଥିଲେ । ମୋଦୀ ଫ୍ରାନ୍ସରେ ପହଞ୍ôଚବା ପରେ ସେଠାରେ ଶତାଧିକ ମୁସଲମାନ ମୋଦୀଙ୍କୁ ସ୍ୱାଗତ କରିଥିଲେ । ସ୍ୱାଗତ କରିବାବେଳେ ସେମାନେ ହାତରେ ତ୍ରିରଙ୍ଗା ଧରିବା ସହ ଭାରତ ମାତା କି ଜୟ ନାରା ଦେଇଥିଲେ । ଏହି ଭିଡିଓକୁ ପିଏମ୍ଓ ତରଫରୁ ଟ୍ୱଇଟରରେ ଅପଲୋଡ କରାଯାଇଥିଲା । ଏହି ଭିଡିଓ ଦେଖି ପାକିସ୍ତାନ ଇର୍ଷାରେ ଜଳି ଯାଇଥିଲା ।

error: Thank You Keep Visiting