ଅପରାଧ ଦେଶ ବିଦେଶ ଆମେରିକା : ଗୁଳିକାଣ୍ଡରେ ପୁଲିସ ଅଧିକାରୀଙ୍କ ସମେତ ୬ ମୃତ December 11, 2019December 11, 2019 Odisha Journal An Independent Media ଆମେରିକା ( ଏଜେନ୍ସି ) : ଆମେରିକାର ନ୍ୟୁ ଜର୍ସିରେ ହୋଇଥିବା ଗୁଳିକାଣ୍ଡରେ ପୁଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସର କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଅଧିକ ଖବର ହସ୍ତଗତ ହୋଇପାର ନାହିଁ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।