କୋର୍ଟ ପରିସରରେ ୨ ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା, ଜୀବନ ବଞ୍ଚାଇ ଦୌଡ଼ି ପଳାଇଲେ ବିଚାରପତି

An Independent Media

ଲକ୍ଷ୍ନୌ ( ଏଜେନ୍ସି ) : ଉତ୍ତରପ୍ରଦେଶର ବିଜନୌରରେ ଥିବା ମୁଖ୍ୟ ବିଚାର ବିଭାଗୀୟ କୋର୍ଟରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। କୋର୍ଟ​‌ରେ ହାଜର ପାଇଁ ଆସିଥିବା ୨ ଅଭିଯୁକ୍ତଙ୍କୁ ଶାର୍ପ ଶୁଟର୍‌ ଗୁଳି କରି ହତ୍ୟା କରିଛନ୍ତି। କୋର୍ଟ ରୁମ୍‌ ପରିସରରେ ଏଭଳି ଘଟଣା ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଶାର୍ପ ଶୁଟରମାନଙ୍କୁ କୋର୍ଟ ପରିସରରେ କାବୁ କରିନେବା ସହିତ କୋର୍ଟକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦେଇଛି। ଏପରି କି ଗୁଳିକାଣ୍ଡ ସମୟରେ ବିଚାରପତି ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ।

error: Thank You Keep Visiting