ଆସନ୍ତା ୨୦ରେ ଝାଡ଼ଖଣ୍ଡର ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

An Independent Media

ଝାଡ଼ଖଣ୍ଡ ( ଏଜେନ୍ସି ) ଝାଡ଼ଖଣ୍ଡର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ବୁଧବାର ପ୍ରଚାର ଶେଷ ହୋଇଛି। ସାନ୍ତାଳ ପ୍ରଗଣା ଅଞ୍ଚଳର ସାହେବଗଞ୍ଜ, ପାକୁର, ଡୁମକା, ଜାମତାଡ଼ା, ଦେଓଘର ଓ ଗୋଡ଼ା ଜିଲ୍ଲାର ୧୬ଟି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଦିନ ଏହି ପର୍ଯ୍ୟାୟରେ ମତଦାନ ହେବ।

error: Thank You Keep Visiting