ଅପରାଧ ଦେଶ ବିଦେଶ ବିଟେକ୍ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଦୋଷୀ ରାହୁଲ ରାଜକୁ ଫାଶୀ ଦଣ୍ଡାଦେଶ December 21, 2019December 21, 2019 Odisha Journal An Independent Media ରାଞ୍ଚି ( ଏଜେନ୍ସି ) : ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ବିଟେକ୍ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ରାହୁଲ ରାଜକୁ ଶନିବାର ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ଗତକାଲି ରାହୁଲକୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ଆଜି ଦଣ୍ଡାଦେଶ ଦିଆଯାଇଛି।