ରନ୍‌ ଓ୍ୱେରୁ ବାହାରକୁ ଚାଲିଗଲା ବିମାନ

Straight to the Point

ମୁମ୍ବଇ:  ମୁମ୍ବଇ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନ ରନ୍‌ଓ୍ୱେରୁ ବାହାରକୁ ଚାଲିଯାଇଛି । ଅବତରଣ କରିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆର ବୋଇଂ ୭୩୭-୮୦୦ ବିମାନଟି ପ୍ରବଳ ବର୍ଷା ସତ୍ତ୍ୱେ ରନ୍‌ଓ୍ୱେରେ ଅବତରଣ କରୁଥିଲା ।  ଏହି ସମୟରେ ଏହା ରନ୍‌ ଓ୍ୱେରରୁ ବାହାରି ଯାଇଥିଲା । ରନଓ୍ୱେ ଶେଷ ହେବାର ୧୦ ଫୁଟ୍‌ ଦୂରରେ ଏହା ଅଟକିଥିଲା । ବିମାନଟି ବିଜୟଓ୍ୱାଡାରୁ ମୁମ୍ବାଇ ଆସିଥିଲା । ମାତ୍ର ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହଇ ନ ଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

error: Thank You Keep Visiting