ଇରାନରେ କୋରୋନା ନେଲାଣି ୯୨ଜୀବନ :୨୯୨୨ସଂକ୍ରମିତ

An Independent Media

ଇରାନ : ଇରାନରେ ଚିହ୍ନଟ ହୋଇଥିବା ୨ ହଜାର ୯୨୨ଟି କରୋନା ସଂକ୍ରମଣ ମଧ୍ୟରୁ ୯୨ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ତେହେରାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର କିଆନୋଶ ଜାହାନପୋର ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟପୂର୍ବ ଇରାନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୩ ହଜାର ୧୪୦ରେ ପହଂଚିଛି। ସେହି ଅଞ୍ଚଳରେ ଇରାନ ବାହାରେ ଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଇସଲାମିକ୍ ରିପବ୍ଲିକ୍ ଅଂଚଳର ବୋଲି ଜଣାପଡିଛି।କରୋନା ଭୂତାଣୁ ସଂକ୍ରମଣରେ ଇରାନ ସରକାରଙ୍କ ଅନେକ ତୁଙ୍ଗ ନେତା ଅସୁସ୍ଥ ହୋଇଥିବା ସୂଚନା ମିଳିଛି। 

error: Thank You Keep Visiting