କୋରୋନା ଆତଙ୍କ : ମୋଦୀଙ୍କ ବ୍ରୁସେଲ୍ସ ଗସ୍ତ ବାତିଲ

An Independent Media

ନୂଆଦିଲ୍ଲୀ: ଘାତକ କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରୁସେଲ୍ସ ଗସ୍ତକୁ ବାତିଲ କରାଯାଇଛି। ସେହିପରି ଭାରତ-ଇୟୁ ସମ୍ମିଳନୀକୁ ମଧ୍ୟ କରୋନା ଭାଇରସ ପାଇଁ ସ୍ଥଗିତ ରଖାଯାଇଛି। କରୋନା ବ୍ୟାପୁଥିବାରୁ ସମ୍ମିଳନୀରେ ଯୋଗଦାବାକୁ ଥିବା ପ୍ରତିନିଧିମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ଚାହୁଁ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

error: Thank You Keep Visiting