ଆରବିଆଇ: ଖୁବ ଶୀଘ୍ର ଦୂରହେବ ୟେସ ବ୍ୟାଙ୍କର ଆର୍ଥିକ ସଙ୍କଟ

An Independent Media

ମୁମ୍ବଇ: ୟେସ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ ଏହା ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି, ୟେସ୍‌ ବ୍ୟାଙ୍କ ସମ୍ପର୍କରେ ବ୍ୟାପକ  ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ବ୍ୟବସ୍ଥାର ସୁରକ୍ଷା ନିଶ୍ଚିତ କରିବା ଏହାର ଲକ୍ଷ୍ୟ। ରିଜର୍ଭ ବ୍ୟାଙ୍କ ଖୁବ୍‌ଶୀଘ୍ର ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଏକ ଯୋଜନା କରିବ।

error: Thank You Keep Visiting