ଦେଶର ଆର୍ଥିକ ସଙ୍କଟ ପାଇଁ ମୋଦୀ ସରକାର ଦାୟୀ: ରାହୁଲ

An Independent Media

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ଆର୍ଥିକସ୍ଥିତି ପଦାକୁ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି । ରାହୁଲ ଟ୍ବିଟ୍‌ କରି କହିଛନ୍ତି, ୟେସ୍‌ ବ୍ୟାଙ୍କ ନୁହେଁ । ମୋଦୀ ଏବଂ ତାଙ୍କ ବିଚରାଧାରା ଭାରତର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଦେଇଛି।
ସେହିପରି ପୂର୍ବତନଅର୍ଥମନ୍ତ୍ରୀ ପି ଚିଦମ୍ବରମ କହିଛନ୍ତି , ସରକାରଙ୍କ ପାଇଁ ପିଏମସି ବ୍ୟାଙ୍କ ଏବଂ ବର୍ତ୍ତମାନ ୟେସ୍‌ ବ୍ୟାଙ୍କ ଭୁଶୁଡ଼ିବାକୁ ବଶିଛି। ସରକାର କ’ଣ ଆଦୌ ଚିନ୍ତିତ ନୁହନ୍ତି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି।

error: Thank You Keep Visiting