ପଞ୍ଜାବରେ ୨କୋରୋନା ରୋଗୀ ଚିହ୍ନଟ : ନାନକ ଦେବ ହସପିଟାଲରେ ଚିକିତ୍ସା ଜାରି

An Independent Media

ଅମୃତସର: ପଞ୍ଜାବର ଦୁଇଜଣ ବ୍ୟକ୍ତି କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି।ପ୍ରାଥମିକ ପରୀକ୍ଷଣରୁ ଜଣାପଡ଼ିଛି ସେମାନେ କୋରୋନା ପଜିଟିଭ ଅଛନ୍ତି।  ଶନିବାର ଦିନ ଗୁରୁ ନାନକ ଦେବ ହସ୍‌ପିଟାଲ୍‌ର ଡାକ୍ତରମାନେ ଏହା କହିଛନ୍ତି।  ଦୁହେଁ ବୁଧବାର ଦିନ କରୋନାଭାଇରସ୍‌ ପ୍ରପୀଡ଼ିତ ଇଟାଲିରୁ ଫେରିଥିଲେ। ଇଉରୋପୀୟ ଦେଶ ଇଟାଲିରୁ ଫେରିବା ସମୟରେ ଅମୃତସର ବିମାନ ବନ୍ଦରରେ ତାଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଇଥିଲା। ସେଥିପାଇଁ ଦୁହିଁଙ୍କୁ ଡାକ୍ତରଖାନାର ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଥିଲା।

error: Thank You Keep Visiting