କରୋନା ଭାଇରସ ସଂକ୍ରମଣରେ ମୃତକଙ୍କ ପରିବାରଙ୍କୁ କେନ୍ଦ୍ର ସରକାର ଦେବେ ସହାୟତା ରାଶି

An Independent Media

ନୂଆଦିଲ୍ଲୀ:  କରୋନା ଭାଇରସ ଭାରତରେ କାୟା ବିସ୍ତାର କରିସାରିଛି । ଏବେସୁଦ୍ଧା ଏଠାରେ ୮୫ ଜଣ କରୋନା ଭାଇରସ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କୋରୋନା ଭାଇରସ ସଂକ୍ରମଣରେ ମୃତକଙ୍କ ପରିବାରଙ୍କୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। କରୋନା ଭାଇରସକୁ ନେଇ ଯେଉଁମାନେ ସଚେତନତା ସୃଷ୍ଟି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଲାଗୁ କରାଯିବ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। 

error: Thank You Keep Visiting