ପ୍ରଥମେ ଜେଲ୍ ପରେ ଜାମିନ୍ : ସେସନ୍‍ସ୍‍ କୋର୍ଟ

Straight to the Point

ମେହେସାଣା : ଗୁଜରାଟର ଏକ ଅଦାଲତ ପଟ୍ଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ୍‍ ପଟେଲ୍‍ଙ୍କୁ ୨ ବର୍ଷ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ୨୦୧୫ ମସିହାରେ ଗୁଜରାଟର ବିଶ୍‍ ନଗର ସହରରେ ଦଙ୍ଗା ଓ ପୋଡ଼ାଜଳା  ମାମଲାରେ ବିଶ୍‍ ନଗର ସେସନ୍‍ସ୍‍ କୋର୍ଟ ବିଚାରପତି ଭି.ପି. ଅଗ୍ରୱାଲ୍‍, ହାର୍ଦ୍ଦିକ୍‍ ପଟେଲ୍‍ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ  ପୋଡ଼ାଜଳା, ସରକାରୀ ସମ୍ପତ୍ତି ନଷ୍ଟ ଓ ବେଆଇନ ଭାବେ ଏକତ୍ରିତ ହେବା ଆଦି ବିଭିନ୍ନ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଛାଡ଼ି ଦିଆଯାଇଛି। ତେବେ ଜେଲ୍‍ ଦଣ୍ଡାଦେଶ ପରେ ହାର୍ଦ୍ଦିକ୍‍ ପଟେଲ୍‍ ଓ ତାଙ୍କ ସହଯୋଗୀଙ୍କୁ  ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।

[amazon_link asins=’B01FI00P60,B00KVYEOE8,B00KKL8XU8,B01AT2LVGA,B00O52UQDA,B06WRWM53C,B01ETSOX6U,B07B3W83ZY,B01M0GLQ4L’ template=’ProductCarousel’ store=’odishajournal-21′ marketplace=’IN’ link_id=’97e46482-9024-11e8-8502-3961cf033d42′]
error: Thank You Keep Visiting