ବିଜେପି ନେତାଙ୍କ ଜିଭ କାଟି ଆଣିବା ବ୍ୟକ୍ତି ପାଇବେ ୫ଲକ୍ଷ ଟଙ୍କା ପୁରସ୍କାର

An Independent Media

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଗୁରୁବାର କହିଛନ୍ତି କି, “କେହି ଯଦି ବିଜେପି ବିଧାୟକ ରାମ କଦମଙ୍କ ଜିଭ କାଟିକି ଆଣିବେ ତେବେ ଉକ୍ତ ବ୍ୟକ୍ତିଙ୍କୁୁ ସେ ୫ ଲକ୍ଷ ଟଙ୍କା ପୁରସ୍କାର ଦେବେ’ । ସୂଚନାଯୋଗ୍ୟ ବିଜେପି ବିଧାୟକ ଝିଅମାନଙ୍କୁ ଅପହରଣ କରିବା ଉପରେ ନେଇ ଏକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ ।
ପୂର୍ବ ମହାରାଷ୍ଟ୍ରର ବୁଲଢାନାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଏବଂ ପୂର୍ବ ମନ୍ତ୍ରୀ ସୁବୋଧ ସାଓଜୀ ଏହା କହିଥିଲେ କି,ରାମ କଦମଙ୍କ ବୟାନ ବିଧାୟକଙ୍କ ଭଳି ନୁହେଁ । ସେ ଆହୁରି ମଧ୍ୟ କହିଥିଲେ କି, ସେଥିପାଇଁ ମୁଁ, ତାଙ୍କ ଜିଭ କାଟି ଆଣିବା ଲୋକକୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବାର ଘୋଷଣା କରିଛି ।

error: Thank You Keep Visiting