ପୋଲିସ୍ ବିରୋଧରେ ମାରପିଟର ଅଭିଯୋଗ ଆଣିଲେ ଯୋଗେନ୍ଦ୍ର

An Independent Media

ଚେନ୍ନାଇ: ସ୍ୱରାଜ ଇଣ୍ଡିଆ ପାର୍ଟିର ଯୋଗେନ୍ଦ୍ର ଯାଦବଙ୍କୁ ଆଜି ତାମିଲନାଡୁ ପୁଲିସ ଗିରଫ କରିଛି । ତାମିଲନାଡୁର ତିରୁବନ୍ନମଲାଇରେ ସେ ଲେନ୍ ୮ ସଲେମ୍ ଚେନ୍ନାଇ ଏକ୍ସପ୍ରେସ ବିରୁଦ୍ଧରେ କୃଷକମାନଙ୍କ ସହ ଆନ୍ଦୋଳନରେ ସାମିଲ ହେବାକୁ ଯାଇଥିଲେ । ତାଙ୍କ ବିରୋଧି କୃଷକମାନଙ୍କୁ ନିକଟସ୍ଥ ଏକ ସ୍ଥାନକୁ ନିଆଯାଇଥିଲା ।
ଯୋଗେନ୍ଦ୍ର ଯାଦବ ଟ୍ୱିଟ୍ କରି ଜଣାଇଛନ୍ତି କି, ଆନ୍ଦୋଳନରେ ସାମିଲ ହେବାକୁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ କୃଷକମାନଙ୍କ ସହ ତାଙ୍କୁ ଦେଖା କରାଇ ଦିଆଯାଇ ନଥିଲା । ଏହି ସମୟରେ ପୁଲିସ ତାଙ୍କ ଫୋନ ଛଡାଇ ନେଇଥିଲେ ଏବଂ ତାଙ୍କ ସହ ମାରପିଟ କରିଥିଲେ ।

error: Thank You Keep Visiting