ଭାଇରାଲ ହେଉଛି ନିଶାଗ୍ରସ୍ତ ଯୁବତିଙ୍କ ଉଲଗ୍ନକାଣ୍ଡ

Straight to the Point

ମୁମ୍ୱାଇ: ମୁମ୍ୱାଇ ଓଶିୱାରାର ଏହି ଯୁବତୀ ନିଶାରେ ଚୂର ହୋଇ ସିକୁରିଟିକୁ ଗାର୍ଡକୁ ସିଗାରେଟ୍ ଆଣିବାକୁ କହିଥିଲେ। ହେଲେ ଗାର୍ଡ ମନା କରି ଦେଇଥିଲେ।

ଏହା ପରେ ଯୁବତୀ ଜଣଙ୍କ ତାଙ୍କୁ ଗାଳି କରିଥିଲେ। ଯୁବତୀ ଜଣଙ୍କୁ ସମ୍ଭାଳି ହେଲାନି ବୋଲି   ଗାର୍ଡ ପୋଲିସ୍‌କୁ ଡାକିଲେ। ତେବେ ପୁଲିସ୍‌କୁ ଦେଖି ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଓହ୍ଲାଇ ଦେଇଥିଲେ ଓ ଉଲଗ୍ନ ହୋଇ ଗାର୍ଡଙ୍କୁ ମାଡ଼ ମାରିଥିଲେ।

ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ପୁଲିସ୍ ଯୁବତୀଙ୍କୁ କାବୁ କରି ଥାନାକୁ ନେଇଥିଲା। ତେବେ ତାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ।

error: Thank You Keep Visiting