ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ

Straight to the Point

ଓ୍ୱାଘା:   ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬କୁ ନଷ୍ଟ କରିବା ପରେ  ମିଗ୍‌  ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାକିସ୍ତାନ ଅଧିକୃତ କାଶ୍ମୀର ପାରାଚ୍ୟୁଟ ଯୋଗେ ଓହ୍ଲାଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ଓ୍ୱାଘା ସୀମାରେ ତାଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ।

ଦୁଇଦିନ ପରେ  ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଓ୍ୱାଘାସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ  ଦେଶପ୍ରେମୀ ଜନତା ଉପସ୍ଥିତ ଥିଲେ ।  ସନ୍ଧ୍ୟା ୬ଟା ୩୨ ମିନିଟ ସମୟରେ ଅଭିନନ୍ଦନ ଭାରତରେ ପାଦ ରଖିଥିଲେ ।

error: Thank You Keep Visiting