ଇଥିଓପିଆ ଏୟାରଲାଇନସର ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫୭ ଜଣ ଯାତ୍ରୀଙ୍କର ମୃତ୍ୟୁ

Straight to the Point

ନୂଆଦିଲ୍ଲୀ,(ଓଡ଼ିଶା ଜର୍ଣ୍ଣାଲ): ଅଦୀସ ଅବାବ ଠାରୁ ନୈରୋବି ଯାଉଥିବା ଇଥିଓପିଆ ଏୟାରଲାଇନସର ୭୩୭ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ କ୍ଲୁ ସଦସ୍ୟ ସମେତ ୧୫୭ ଜଣ ଯାତ୍ରୀ ଥିଲେ । ସମାଚରେ ଏଜେନ୍ସୀ ରାୟଟର୍ସର ସୂଚନା ଅନୁଯାୟୀ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଇଥିଓପିଆର ପ୍ରଧାନମନ୍ତ୍ରୀ ପୀଡିତଙ୍କ ପରିବାରଙ୍କ ପ୍ରତି ସମ୍ବେଦନ ପ୍ରକାଶ କରିଛନ୍ତି ।

error: Thank You Keep Visiting