ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

Straight to the Point
ଗୋଆ,(ଓଡ଼ିଶା ଜର୍ଣ୍ଣାଲ):  ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ରବିବାର ସନ୍ଧ୍ୟାରେ ଗୋଆର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୬୪ ବର୍ଷ ବୟସରେ ମନୋହର ପାରିକରଙ୍କ ମୃତ୍ୟୁ ହୋଇଛି । ପାରିକରଙ୍କ ମୃତ୍ୟୁରେ ସାରା ଗୋଆରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ରାମା ନାଥ କୋବିନ୍ଦ ପାରିକରଙ୍କ ବିୟୋଗରେ ଶୋକ ପ୍ରଶାସ କରିବା ସହ ଏହାର ସୂଚନା ଦେଇଥିଲେ । ଆସନ୍ତାକାଲି ୧୧ ଟାରେ କେନ୍ଦ୍ର କ୍ୟାବିନେଟର ଏକ ଶୋକ ସଭା ଅନୁଷ୍ଠିତ ହେବ ।
error: Thank You Keep Visiting