ଆପ ସାଂସଦ ହରିନ୍ଦର ସିଂହ ଖାଲସାଙ୍କ ବିଜେପିରେ ସାମିଲ

Straight to the Point

ନୂଆଦିଲ୍ଲୀ : ପଞ୍ଜାବ ଆମ ଆଦମୀ ପାର୍ଟି (ଆପ)ର ନେତା ତଥା ସାଂସଦ ହରିନ୍ଦର ସିଂହ ଖାଲସା ଦଳ ତ୍ୟାଗ କରି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ହରିନ୍ଦର ବିଜେପିରେ ମିଶିଥିଲେ। ପ୍ରକାଶ ଯେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆପର ରାଷ୍ଟ୍ରୀୟ ସଂଯୋଜକ କେଜରିୱାଲ ସାଂସଦ ହରିନ୍ଦରଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବନର କିଛି ଦିନ ପରେ ସେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ହରିନ୍ଦର ସିଂହ ଏବେ ପଞ୍ଜାବ ପତେହଗଡ଼ ସାହିବର ସାଂସଦ ଅଛନ୍ତି।

error: Thank You Keep Visiting