ଏନଡିଏ ୩୦୭, ୟୁପିଏ ୧୧୬ ଓ ଅନ୍ୟାନ୍ୟ ୮୨ ଆସନରେ ଆଗୁଆ

An Independent Media

ନୂଆଦିଲ୍ଲୀ/ଭୁବନେଶ୍ଵର: ଲୋକସଭା ଏବଂ ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ହୋଇଛି। ଗୁରୁବାର ସକାଳ ୮ଟାରୁ ଦେଶବ୍ୟାପୀ ବିଭିନ୍ନ ଭୋଣ ଗଣତି କେନ୍ଦ୍ରରେ ଭୋଟ ଗଣନା ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟର ଗଣତି ହେବା ପରେ ଇଭିଏମର ଭୋଟ ଗଣନା ହେଉଛି। ସକାଳ ୯ଟା ୩୦ ସୁଦ୍ଧା ହୋଇଥିବା ଭୋଟ ଗଣନା ଅନୁସାରେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୦୭ ଆସନରେ ଆଗୁଆ ରହିଛି। ସେହିପିର କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ୧୧୬ଟି ଏବଂ ଅନ୍ୟାନ୍ୟ ଦଳ ୮୨ଟି ଆସନରେ ଆଗୁଆ ରହିଛନ୍ତି।

error: Thank You Keep Visiting