ମୋଦିଙ୍କ ବିଜୟରେ ଖୁସ୍ ମା ହୀରାବେନ୍

Straight to the Point

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଏନଡିଏ ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଏପରି ସମୟରେ ପୁଅ ଖୁସିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ । ନିର୍ବାଚନୀ ଖବର ଶୁଣିବା ପରେ ଅସୁସ୍ଥତା ସତ୍ୱେ ସେ ନିଜ ବାସଗୃହ ବାହାରକୁ ଆସି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ମୋଦି ଲଢିଥିବା ବାରଣାସୀରେ ବିଜେପି ସେଲିବ୍ରେସନ୍ କରିବା ସହ କିଛି ସ୍ଥାନରେ ବିଜେପି ପକ୍ଷରୁ ଜିତିବା ଆଶା ନେଇ ମିଠା ଏବଂ କେକ୍ ଅର୍ଡର ମଧ୍ୟ ଦିଆସରିଛି ।

error: Thank You Keep Visiting