ମୋଦୀଙ୍କ ପୂର୍ବ କ୍ୟାବିନେଟରେ ସ୍ଥାନ ପାଇଥିବା ଅନେକ ମନ୍ତ୍ରୀଙ୍କୁ ଏଥର ନୂଆ କ୍ୟାବିନେଟରେ ମଧ୍ୟ ମିଳିଛି ସ୍ଥାନ

Straight to the Point

ନୂଆଦିଲ୍ଲୀ :  ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଉଛନ୍ତି । ମୋଦୀଙ୍କ  ପୂର୍ବ କ୍ୟାବିନେଟରେ ସ୍ଥାନ ପାଇଥିବା ଅନେକ ମନ୍ତ୍ରଙ୍କୁ ଏଥର ମଧ୍ୟ ସ୍ଥାନ ମିଳିଛି।
ରାଷ୍ଟ୍ରମନ୍ତ୍ରୀ
ଛଗନ ସିଂହ ପୁଲସ୍ତେ
ଅଶ୍ବିନୀ କୁମାର ଚୌବେ

ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ)
ସନ୍ତୋଷ ଗଙ୍ଗୱାର
ରାଓ ଇନ୍ଦ୍ରଜିତ ସିଂହ
ଶ୍ରୀପଦ ୟେଶୋ ନାୟକ
ଡ଼କ୍ଟର ଜି​ତେନ୍ଦ୍ର ସିଂହ
କିରଣ ରିଜୁଜୁ
ପ୍ରହ୍ଲାଦ ସିଂହ ପଟେଲ
ରାଜ କୁମାର ସିଂହ
ହରଦୀପ ସିଂହ ପୁରୀ
ମନସୁଖ ମାଣ୍ଡଭ୍ୟା

କ୍ୟାବିନେଟ ମନ୍ତ୍ରୀ
ରାଜନାଥ ସିଂହ
ଅମିତ ଶାହା
ନୀତିନ ଗଡ଼କରୀ
ଡି ଭି ସଦାନନ୍ଦଗୌଡା
ନିର୍ମଳା ସୀତା ରମଣ
ରାମ ବିଳାଶ ପାଶୱାନ
ଅର୍ଜ୍ଜୁନ ମୁଣ୍ଡା
ସ୍ମୃତି ଇରାନୀ
ହରସିମରତ କୌର ବାଦଲ
ଥାୱର ଚନ୍ଦ ଗେହେଲଟ
ନରେନ୍ଦ୍ର ସିଂହ ତୋମାର
ରବି ଶଙ୍କର ପ୍ରସାଦ
ପ୍ରକାଶ ଜାଭଡେକର
ପିୟୁଷ ଗୋୟଲ
ଧର୍ମେନ୍ଦ୍ର ପ୍ରଧାନ
ମୁକ୍ତାର ଆବସ ନକଭୀ
ପ୍ରହ୍ଲାଦ ଯୋଶୀ
ଡ଼କ୍ଟର ମହେନ୍ଦ୍ର ନାଥ ପାଣ୍ଡେ
ଅରବିନ୍ଦ ସାୱନ୍ତ
ଗିରିରାଜ ସିଂହ
ଗଜେନ୍ଦ୍ର ସିଂହ ​ଶେଖାୱତ

error: Thank You Keep Visiting