ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ

An Independent Media

ବିଜୟୱାଡ଼ା: ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ହାଇକୋର୍ଟ କାର୍ଯ୍ୟର୍ନିବାହୀ ବି·ରପତି ସି. ପ୍ରବୀନ୍ କୁମାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେ‡ୀ ଏବଂ ତାଙ୍କ କ୍ୟାବିନେଟ୍ ସଦସ୍ୟ ତଥା ବାଚସ୍ପତି ତାମିନେନି ସୀତାରାମ, ଟିଡିପି ମୁଖ୍ୟ ଏନ୍. ଚନ୍ଦ୍ରାବାବୁ ନାଇଡୁ ପ୍ରମୁଖ ଉପସ୍ଥିିତ ଥିଲେ ।

error: Thank You Keep Visiting