ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଛାତ୍ରଙ୍କ ଧାରଣା

Straight to the Point

ଜଗତସିଂହପୁର: ନାଉଗାଁ ଠାରେ ଥିବା ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରମାନେ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବାତିଲ ନିମନ୍ତେ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ । ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ମାନେ କହିଛନ୍ତିକି ରାଜ୍ୟ ସରକାର ଅଗଣାତାନ୍ତ୍ରୀକ ଭାବେ ଛାତ୍ର ସଂସଦ ନିର୍ବାଚନକୁ ବାତିଲି କୁ ସହଜରେ ଗ୍ରହଣ କରୁନଥିବାବେଳେ ଛାତ୍ର ମାନଙ୍କ ମଧ୍ୟରେ ଏକ ଅଶାନ୍ତିର ବାତବରଣ ଦେଖିବାକୁ ମିଳିଛି । ତେଣୁ ରାଜ୍ୟ ସରକା ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଇ ଛାତ୍ରସଂସଦନିର୍ବାଚନକୁ ତୁରନ୍ତ କରିବାକୁ ପଦକ୍ଷେପ ନେବାକୁ କହିଥିଲେ । ଏହି ଅବସରରେ ଏକ ସ୍ମାରକ ପତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଓଡିଶାର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

error: Thank You Keep Visiting