ବିଶ୍ୱକର୍ମା ପୂଜା ପାଇଁ ରାଜ୍ୟର ଶିଳ୍ପାଞ୍ଚଳ ଚଳଚଞ୍ଚଳ

Straight to the Point

ଭୁବନେଶ୍ୱର (ଓଡିଶା ଜର୍ଣ୍ଣାଲ): ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଏଥିପାଇଁ ସାରା ରାଜ୍ୟର ଶିଳ୍ପାଞ୍ଚଳ ଚଳଚଞ୍ଚଳ
ହୋଇପଡ଼ିଛି । ରାଜ୍ୟର ଶିଳ୍ପନାଗରୀ ପରାଦ୍ୱୀପ, ଅନୁଗୁଳ ଓ ରାଉରକେଲା ଧୁମ୍‌ଧାମ୍‌ରେ ପାଳିତ ହେଉଥିଲାବେଳେ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି | ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରିଇଥାନ୍ତି ।

error: Thank You Keep Visiting