ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା

An Independent Media

ଭୁବନେଶ୍ୱର: ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ରାଜ୍ୟରେ ଥିବା ସମସ୍ତ୧୫୮ଟି ଆହର କେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିଛି । ଏହାସହ ୩୪ଟି ରୋଷେଇଶାଳକୁ ମଧ୍ୟ ଆଇଏସଓ ମାନ୍ୟତା ମିଳିଛି । ଏନେଇ ନଗର ଉନ୍ନୟନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହାର ଯୋଜନାରେ ସୁଲଭ ଦରରେ ଉନ୍ନତ ମାନର ଖାଦ୍ୟ ଯୋଗାଉଛନ୍ତି ସରକାର ।

error: Thank You Keep Visiting