ପୁଲିସ୍ ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ଆହତ

An Independent Media

କଟକ ( ଏଜେନ୍ସି ) : କଟକ ସ୍ଥିତ ନରାଜ ଅଞ୍ଚଳରେ ଆଜି ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ଆହତ ହୋଇଛି। ଏନ୍‌କାଉଣ୍ଟରରେ ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

error: Thank You Keep Visiting