ବୈଦିକ କଲେଜ ଛାତ୍ରାବାସରୁ ୫୨ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

An Independent Media

ସମ୍ବଲପୁର : ସମ୍ବଲପୁରର ଯୋଗାଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ସହରର ଉପକଣ୍ଠସ୍ଥ ବୈଦିକ ଇନ୍ଟରନେସନାଲ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନରୁ ବେଆଇନ ଭାବରେ ବ୍ୟବହୃତ ହେଉଥିବା ୫୨ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ ହୋଇଥିଲା। ଏତେ ପରିମାଣରେ ଘରୋଇ ଗ୍ୟାସ ସିଲିଣ୍ଡର ଏକ ବେସରକାରୀ ପ୍ରତିଷ୍ଠାନରେ ବ୍ୟବହାରକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହାସହ ଏହି ଘଟଣାକୁ ଗୁରୁତର ସହିତ ଗ୍ୟାସ କମ୍ପାନୀ ମାନଙ୍କର କର୍ତ୍ତୃପକ୍ଷ ନେଇଥିବାର ଜଣାପଡିଛି।

error: Thank You Keep Visiting