ଯାଜପୁର ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସାମ୍ନାରେ ଗୁଳିକାଣ୍ଡ ଘଟଣା ; ଅଭିଯୁକ୍ତକୁ ଆଜୀବନ ଜେଲ

An Independent Media

ଯାଜପୁର : ୨୦୧୪ ମସିହା ମାର୍ଚ୍ଚ ୨୦ ତାରିଖରେ ଯାଜପୁର ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ୱାଇଁଙ୍କୁ ବୁଧବାର ଆଜୀବନ କାରାଦଣ୍ଡାଦେଶ ହୋଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା।

error: Thank You Keep Visiting