ଧାନ ଖଳାରେ ନିଆଁ ଲାଗି ପୋଡ଼ିଗଲା ୨ ଶହ କ୍ୱିଣ୍ଟାଲ ଧାନ

An Independent Media

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସୁର୍ଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଧାନ ଖଳାରେ ନିଆଁ ଲାଗି ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ୫ଜଣ ଚାଷୀ ଗୋଟିଏ ଖଳାରେ ଧାନ ଗଦା କରିଥିଲେ। ତେବେ ଖଳାରେ କିପରି ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ।

error: Thank You Keep Visiting