ଦିଘା ମୁହାଣରେ ମଗର ମାଛ

An Independent Media

ଆଜି ଦୀଘା ମୁହାଣ  ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ରେ ମତ୍ସ୍ୟଜୀବୀଙ୍କ ଜାଲରେ ୯୦୦ କିଲୋଗ୍ରାମର ଏକ ବିଶାଳ ମାଛ ପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଛି। ମାଛଟିକୁ ବଜାରକୁ ଅଣାଯିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଖୁବ ଭିଡ଼ ଜମିଥିଲା।

error: Thank You Keep Visiting