ଓଡ଼ିଶା ଦେଶ ବିଦେଶ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ March 10, 2020March 10, 2020 Odisha Journal An Independent Media ଭୁବନେଶ୍ବର: ରଙ୍ଗର ପର୍ବ ହୋଲି ଉପଲକ୍ଷେ ଆଜି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା । ହୋଲି ପର୍ବ ପ୍ରତି ଭାରତୀୟଙ୍କ ଜୀବନରେ ଆନନ୍ଦ ଆଣିଦେଉ ।