ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ

An Independent Media

ରାଉରକେଲା : ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ସହ ତିଆରି ହୋଇଥିଲା ରାଉରକେଲା ସରକାରୀ ଡାକ୍ତରଖାନା।  ଏହି ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସନ୍ତି। ଏବେ ହସ୍ପିଟାଲ୍‌ରେ ଡାକ୍ତର ନାହାନ୍ତି କି ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ। ଲକ୍ଷ୍ୟ ଥିଲା ଷ୍ଟିଲ୍‌ ସିଟି ସହ ଆଖପାଖ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। କିନ୍ତୁ ଡାକ୍ତରଙ୍କ ଅଭାବ ଓ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ଯୋଗୁ ଏଠାରେ ରୋଗୀମାନେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେବା ସହିତ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

error: Thank You Keep Visiting